ବିଶେଷ ଖବର କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରରେ ଦେଇଥିବା ପ୍ରତିଶୃତିକୁ ହାଡବିନ୍ଧା କଟାକ୍ଷ କଲେ ନବୀନ ବରଗଡ: ଆଜି ଦିନିକିଆ ପଦ୍ମପୁର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସେଠାରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏଏସଏଚ ଗ୍ରୁପଙ୍କୁ ସହାୟତା ପ୍ରଦାନ କରିଥିଲେ।…