ଆଜିର ଖବର ଘୋଷଣା ହେଲା ପଦ୍ମଶ୍ରୀ, ଓଡିଶାରୁ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ରଜତ କରଙ୍କ ସହ ଅନ୍ୟ ୪ଜଣଙ୍କୁ ପଦ୍ମଶ୍ରୀ ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରଷ୍କାର ଘୋଷଣା ହୋଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରଷ୍କାର, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ…