ରାଜ୍ୟ ଖବର ପଦ୍ମପୁର ସବଡିଭଜନ ପାଇଁ ସୃଷ୍ଟି ହେଲା ଅତିରିକ୍ତ ଜିଲ୍ଲାପାଳ ପଦବୀ, ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିସହିତ ପଦ୍ମପୁର ର…