ଆଜିର ଖବର ଧାମନଗରରେ ପଦ୍ମଫୁଲ ଦେଇ ଭୋଟରକୁ ପ୍ରଭାବିତ କରିବାକୁ ବିଜେପିର ଯୋଜନା, ଭଣ୍ଡୁର କଲା ବିଜେଡି ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ପରାଜୟ ଭୟରେ ବିଜେପି ଅନେକ ବେଆଇନ୍ ପଦକ୍ଷେପ ଗ୍ରହଣ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଆସନ୍ତାକାଲି ଭୋଟ ଗ୍ରହଣ ପୂର୍ବରୁ…