ଆଜିର ଖବର ବାଲୁକା କଳାରେ ଜି-୨୦ ଲୋଗୋ ଏବଂ ଥିମ୍ କୁ ପ୍ରଦର୍ଶିତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ଵର/ପୁରୀ: ଆଜି ଠାରୁ ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଣାର୍କର ଚନ୍ଦ୍ରଭାଗା…