ଆଜିର ଖବର ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ ଭୁବନେଶ୍ୱର: ଭୂଦାନ ଆନ୍ଦୋଳନର ଅଗ୍ରଣୀ ନାରୀନେତ୍ରୀ, ଯମୁନାଲାଲ ବାଜଜ ପୁରସ୍କାରପ୍ରାପ୍ତ ସେବିକା ତଥା ମଦ ବିରୋଧୀ ଆନ୍ଦୋଳନର ଅଗ୍ରଗଣ୍ୟା ଗାନ୍ଧିବାଦୀ ନେତ୍ରୀ ତଥା ରାୟଗଡ଼ା ଜିଲ୍ଲା ଗୁଣୁପୁରର…