ଆଞ୍ଚଳିକ ଆଇନ୍ର କାଠଗଡ଼ାରେ ପଧାନସାହି ଗ୍ରାମ ପଞ୍ଚାୟତ ଭୁବନେଶ୍ୱର: ୧୯୯୭ ମସିହା ଠାରୁ ଆଜକୁ ୨୫ବର୍ଷରୁ ଉର୍ଦ୍ଧ୍ୱ ହେବ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଜଟଣୀ ବ୍ଲକ ଅନ୍ତର୍ଗତ ପଧାନସାହି ଗ୍ରାମପଞ୍ଚାୟତରେ କେବଳ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍…