ପନଭେଲର ଫାର୍ମହାଉସ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ସାପ କାମୁଡ଼ିଥିବା ଖବର ଶୁଣିବାକୁ ମିଳିଛି। ଶନିବାର ଏବଂ ରବିବାର ମଧ୍ୟବର୍ତ୍ତୀ ରାତିରେ ସଲମାନ ଖାନଙ୍କୁ ସାପ କାମୁଡ଼ି ଦେଇଛି।…