ଆଜିର ଖବର ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ କଟକ: କଟକରୁ ଜବତ ହୋଇଥିବା ପନିରକୁ ନେଇ ଆସିଛି ବଡ଼ ଖବର। ପନିର ନାଁରେ ବଜାରରେ ବିଷ ବିକ୍ରି ହେଉଛି। ଯାହା ଗତ ଅଗଷ୍ଟ ୧୯ ତାରିଖରେ…