ଆଜିର ଖବର ମହାକୁମ୍ଭ ୨୦୨୫: ତ୍ରିବେଣୀ ସଙ୍ଗମରେ ଏପର୍ଯ୍ୟନ୍ତ ପବିତ୍ର ସ୍ନାନ କଲେଣି ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୨ ଲକ୍ଷ ଟପିଥିବା ବେଳେ ମହାକୁମ୍ଭ ୨୦୨୫ରେ ଗତକାଲି ସୁଦ୍ଧା ସମୁଦାୟ…