ଆଜିର ଖବର ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ, ସାମ୍ନାକୁ ଆସିଲା ଫଟୋ ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ୱାଙ୍ଗମୟୀ ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାଙ୍ଗାଲୋରସ୍ଥିତ ବାସଭବନରେ ଏହି ବିବାହ ସମ୍ପନ୍ନ ହୋଇଛି। ବିବାହ…