ଅନ୍ତରାଷ୍ଟ୍ରୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା: ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ଏଡ଼ାଇଥିଲା ବୋଲି ପୋଲାଣ୍ଡ ଉପବିଦେଶ ମନ୍ତ୍ରୀ ତଥା ପରରାଷ୍ଟ୍ର ସଚିବ ୱାଡିଶ୍ୱ…