ଆଜିର ଖବର ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ବାଣପୁର: ବାଣପୁର ମାଟିର ଅନନ୍ୟ ସାରସ୍ଵତ ସାଧକ, ବିଶିଷ୍ଟ ଗାନ୍ଧିବାଦୀ, ଅଗ୍ରଗଣ୍ୟ ସମାଜସେବୀ, ସୁନାମଧନ୍ୟ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ୪୯ତମ ଶ୍ରାଦ୍ଧୋତ୍ସବ ଜନ୍ମମାଟି ଗମ୍ଭାରୀମୁଣ୍ଡା ଠାରେ ମହାସମାରୋହରେ…