ଆଜିର ଖବର କର୍ଣ୍ଣାଟକ ନିର୍ବାଚନ ଫଳାଫଳ: ସଠିକ୍ ପ୍ରମାଣିତ ହେଉଛି ଏକଜିଟ୍ ପୋଲ୍, ପରାଜୟ ସ୍ଵୀକାର କଲା ବିଜେପି ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନର ଏକଜିଟ୍ ପୋଲର ଫଳାଫଳ ସଠିକ୍ ପ୍ରମାଣିତ ହେଉଥିବା ଜଣାପଡିଛି। ଆଠଟି ଭିନ୍ନ ଭିନ୍ନ ଏକଜିଟ୍ ପୋଲ୍ ଏଜେନ୍ସି ମଧ୍ୟରୁ ୬ ଟି କଂଗ୍ରେସ…