ଆଜିର ଖବର ମୁଖ୍ୟମନ୍ତ୍ରୀଙ୍କ ତିନି ପରାମର୍ଶଦାତା ନିଜ ପଦରୁ ଦେଲେ ଇସ୍ତଫା ଭୁବନେଶ୍ବର: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ବ ବେଳେ ନିଯୁକ୍ତ ହୋଇଥିବା ତିନି ଜଣ ଉପଦେଷ୍ଠା ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଆର ବାଲକୃଷ୍ଣା, ସୁରେଶ ମହାପାତ୍ର…