ଆଜିର ଖବର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ସେପ୍ଟେମ୍ବର 30 ସୁଦ୍ଧା ଭ୍ରମଣ କଲେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ପରିଦର୍ଶକ ନୂଆଦିଲ୍ଲୀ: ନୂଆଦିଲ୍ଲୀର ତିନି ମୂର୍ତ୍ତି ରୋଡରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ 30 ସେପ୍ଟେମ୍ବର ସୁଦ୍ଧା 1,15,161 ପରିଦର୍ଶକ ଭ୍ରମଣ କରିଛନ୍ତି। 15 ଅକ୍ଟୋବର 2022 ରେ, ସର୍ବାଧିକ…