ପରିବର୍ତ୍ତନକାରୀ ସଂସ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ହୋଇଥିବା ୧୧ଟି ପରିବର୍ତ୍ତନକାରୀ ସଂସ୍କାର ଉପରେ ଏକ ଆଲେଖ୍ୟ ଶେୟାର କରିଛନ୍ତି।…