ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ବର: ରାଜ୍ୟରେ ୭୦୦ ଟୀକା କେନ୍ଦ୍ର ବନ୍ଦ ହୋଇଛି। ଟୀକା ଅଭାବରୁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି। ଦୈନିକ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକ…