ପରୀକ୍ଷାମୂଳକ ରହଣି

ଭୁବନେଶ୍ଵର: ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତା ଅନୁଯାୟୀ, ବେଲପାହାଡ଼ ଷ୍ଟେସନରେ ଟ୍ରେନ୍ ନମ୍ବର 20807/20808 ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ…