ଜାତୀୟ ଖବର ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ, ୧୦ ଲକ୍ଷ ଜରିମାନା,୨ ବର୍ଷ ବାଚ୍ଛନ୍ଦ; ଆସୁଛି ନୂଆ ଆଇନ ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷାରେ ନକଲି ରୋକିବା ପାଇଁ ଆସାମ ସରକାର ଖୁବଶୀଘ୍ର କଠୋର ଆଇନ ପ୍ରଣୟନ ହେବ। ସୋମବାର ରାଜ୍ୟ ସରକାର ବିଧାନସଭାରେ ଏକ ବିଲ ଆଗତ…