ଆଜିର ଖବର ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ଉପରେ ଲାଗିଲା କଟକଣା: ହେବେନି ପରେଡ୍ ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ପରେଡ୍ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏଥର ମଧ୍ୟ କୋଭିଡ କଟକଣା ଭିତରେ ସ୍ୱାଧୀନତା ଦିବସ ପାଳିତ ହେବ।…