ଜାତୀୟ ଖବର ବାତ୍ୟାରେ ଗାଈମଇଁଷି ମରିଥିଲେ ୩୦ ହଜାର,ଅନ୍ୟ ପଶୁଙ୍କ ପାଇଁ ୨୫ ହଜାର, ନବୀନଙ୍କ ପ୍ୟାକେଜ ଘୋଷଣା ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର ପଶୁ ସଂପଦ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମଇ ୨୬ ତାରିଖ ଦିନ…