ଆଜିର ଖବର ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ଲାଗି ପ୍ରାଣୀଧନ କ୍ଷେତ୍ର ପାଇଁ ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ ନୂଆଦିଲ୍ଲୀ: ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି।…