ଆଜିର ଖବର କଳିଙ୍ଗ ଘାଟିରେ ବଡ ଦୁର୍ଘଟଣା: ବସ୍ ଓଲଟି ୬ ପଶ୍ଚିମବଙ୍ଗ ପର୍ଯ୍ୟଟକ ମୃତ୍ୟୁ, ୪୦ ଆହତ ବ୍ରହ୍ମପୁର: ଗତ ରାତିରେ ଗଞ୍ଜାମ ଜିଲ୍ଲା କଳିଙ୍ଗ ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସେଠାରେ ବସ୍ ଓଲଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ଏଥିରେ…