ଆଜିର ଖବର ପାକିସ୍ତାନରେ ପୁଣି ଗଠନ ହେବ ‘ଆଉ ଏକ ବାଂଲାଦେଶ’!: ଭାରତର ଭୂମିକା ନେବ ତାଲିବାନ, ‘ପଶ୍ତୁନିସ୍ତାନ’ର ଅର୍ଥ କ’ଣ? କାବୁଲ: ଅନ୍ତର୍ଜାତୀୟ ସ୍ତରରେ ସମ୍ପର୍କ ସ୍ୱାଭାବିକ ହେବାରୁ ତାଲିବାନ ସହିତ ବୁଝାମଣାରୁ ଓହରିଯାଇଛି ପାକିସ୍ତାନ। ତାଲିବାନ ସରକାରଙ୍କୁ କୌଣସି ବିଶେଷ ସୁବିଧା ସୁଯୋଗ ଦିଆଯିବ ନାହିଁ ବୋଲି…