ପହେଲଗାମ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ପହେଲଗାମ ମୃତକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନିକଟରେ ଜାମ୍ମୁକାଶ୍ମୀରର ପହେଲଗାମରେ ଅତର୍କିତ ଭାବେ ନିରୀହ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ଯେଉଁଭଳି…