ଅନ୍ତରାଷ୍ଟ୍ରୀୟ ସାପ ସେହିମାନଙ୍କୁ କାମୁଡ଼ିବ, ଯେଉଁମାନେ ତାକୁ ପାଳନ୍ତି’: ପାକିସ୍ତାନକୁ ଟାର୍ଗେଟ କରି କହିଲେ ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଆତଙ୍କବାଦକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଉପରେ ବର୍ଷିଛନ୍ତି। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନୀଙ୍କୁ ଆକ୍ରମଣ…