ଆଜିର ଖବର ଉତ୍ତେଜନା ବୃଦ୍ଧି ଲାଗି ପାକିସ୍ତାନର ଉଦ୍ୟମ ବିଫଳ, ଭାରତର କଡ଼ା ଜବାବ ନୂଆଦିଲ୍ଲୀ: ୦୭ ମଇ ୨୦୨୫ରେ ଅପରେସନ୍ ସିନ୍ଦୂର ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଭାରତ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ଲକ୍ଷ୍ୟଭିତ୍ତିକ, ସଠିକ ଏବଂ ଅଣଉତ୍ତେଜନାମୂଳକ ବୋଲି ବର୍ଣ୍ଣନା କରିଥିଲା।…