ବିଶେଷ ଖବର ପୁନର୍ବାର ଭାରତକୁ ପ୍ରଶଂସା କଲେ ଇମ୍ରାନ ଖାନ, ଭାରତୀୟ ସେନାକୁ ନେଇ କହିଲେ ଏଭଳି କଥା ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତକୁ ପ୍ରଶଂସା କରିଛନ୍ତି। ଏଥର ସେ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେ ଭାରତୀୟ ସେନାକୁ ପ୍ରଶଂସା କରିବା…