ଅପରାଧ ଅନ୍ତର୍ଜାତୀୟ ସୀମା ନିକଟରୁ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ ନୂଆଦିଲ୍ଲୀ: ପଞ୍ଜାବର ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ‘ଅନୁପ୍ରବେଶକାରୀ’ ଧରାପଡିଛି। ମାର୍ଚ୍ଚ ୯/୧୦ ତାରିଖ ରାତିରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ତାଙ୍କୁ ଧରିଥିଲା। ବିଏସ୍ଏଫ୍…