ଆଜିର ଖବର ସେମିଫାଇନାଲରେ ପହଞ୍ଚିନପାରିଲେ ପାକିସ୍ତାନ ଦଳ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ପ୍ରସ୍ତୁତି ଚଳାଇଛି ପିସିବି ନୂଆଦିଲ୍ଲୀ: ୨୦୨୩ ଏକଦିବସୀୟ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ କିଛି ଠିକ ଚାଲିନାହିଁ। ବିଶ୍ୱକପରେ ପାକିସ୍ତାନ ଦଳ ଲଗାତାର ତିନିଟି ମ୍ୟାଚ୍ ହାରିଛି। ଆଫଗାନିସ୍ତାନ ବିପକ୍ଷରେ…