ପାକିସ୍ତାନ ପାଇଁ ବିପଦ

ନୂଆଦିଲ୍ଲୀ: ପାକିସ୍ତାନର ବ୍ୟାଟିଂ ପ୍ରଶିକ୍ଷକ ମାଥ୍ୟୁ ହେଡେନ୍ ଟିମ୍ ଇଣ୍ଡିଆର ଓପନର୍ କେ.ଏଲ୍ ରାହୁଲଙ୍କୁ ତାଙ୍କ ଦଳ ପାଇଁ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରିଛନ୍ତି।…