ଆଞ୍ଚଳିକ ନାଚୁଣୀ: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ପାଞ୍ଚ ଜୁଆଡ଼ି ଗିରଫ ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଜୁଆ ଖେଳ ଅଭିଯୋଗରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ବଉଳାବନ୍ଧ ଗ୍ରାମରେ…