ଆଜିର ଖବର ବନ୍ତାରା ଏବଂ ପ୍ରୋଜେକ୍ଟ ଏଲିଫାଣ୍ଟ ପକ୍ଷରୁ ହାତୀମାନଙ୍କ ସେବା ପାଇଁ ସମର୍ପିତ ଭାରତର ସର୍ବବୃହତ ତାଲିମ କାର୍ଯ୍ୟକ୍ରମ ଆୟୋଜନ ଜାମନଗର (ଗୁଜରାଟ): ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ଭାରତର ଅଗ୍ରଣୀ ବନ୍ୟପ୍ରାଣୀ ଉଦ୍ଧାର ଏବଂ ସଂରକ୍ଷଣ କେନ୍ଦ୍ର ବନ୍ତାରା, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର…