ଆଜିର ଖବର ପାଟନା କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ନୋଟିସ: ଏପ୍ରିଲ ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ପାଟନା: ରାହୁଲ ଗାନ୍ଧୀଙ୍କ ସମସ୍ୟା ହ୍ରାସ ହେବାର ନାମ ନେଉନାହିଁ। ରାହୁଲ ଗାନ୍ଧୀଙ୍କୁ ପାଟନା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଟଣାର ସାଂସଦ ବିଧାୟକ କୋର୍ଟ…