ଜାତୀୟ ଖବର ପ୍ରଶାନ୍ତ କିଶୋରଙ୍କୁ ଗିରଫ କଲା ପାଟନା ପୋଲିସ: ବେଆଇନ ଧାରଣା ଦେଉଥିବା ଅଭିଯୋଗ ନୂଆଦିଲ୍ଲୀ: ଜନ ସୁରାଜ ନେତା ପ୍ରଶାନ୍ତ କିଶୋରଙ୍କୁ ଗାନ୍ଧୀ ମଇଦାନରେ ବେଆଇନ ଧାରଣ ପ୍ରଦର୍ଶନ ପାଇଁ ପାଟନା ପୋଲିସ ଗିରଫ କରିଛି। ଆଜି ସକାଳେ ବହୁ ସଂଖ୍ୟକ…