ଆଜିର ଖବର ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କହିଲେ ଏଭଳି କଥା ଅହମ୍ମଦାବାଦ: ପାଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଅହମ୍ମଦାବାଦ ସ୍ଥିତ ବିଜେପି ମୁଖ୍ୟାଳୟର କମଲମରେ ଦଳର ବରିଷ୍ଠ ନେତାଙ୍କ…