ଆଜିର ଖବର ଏକାଠି ଆସିଥିଲେ, ଏକାଠି ଗଲେ : ଗଡିଆରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ କେନ୍ଦୁଝର : ଗଡ଼ିଆ ପାଣିରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ ହୋଇଛି । ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କା ସାହିରେ ଦୁଃଖଦ ଘଟଣା ଘଟିଯାଇଛି । ଦୁଇ…