ଆଞ୍ଚଳିକ ଲଘୁଚାପଜନିତ ବର୍ଷାରେ ବେହାଲ ଚିଲିକାବାସୀ: ପାଣି ଘେରରେ ଅନେକ ଗ୍ରାମ ସୀତାରାମ ଅଗ୍ରୱାଲ ଚିଲିକା: ସାରା ରାଜ୍ୟରେ ଶନିବାର ଠାରୁ ଲଘୁଚାପଜନିତ ବର୍ଷା ଲାଗିରହିଥିବା ବେଳେ କେତେବେଳେ ଝିପି ଝିପି ତ କେତେବେଳେ ମୁଷଳ ଧାରାରେ ବର୍ଷୁଛି। ତୁହାକୁ…