ଆଜିର ଖବର ପାଣ୍ଡିଆନଙ୍କ ହେଲିକାପ୍ଟରକୁ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ, ଜାଣନ୍ତୁ କଣ ମିଳିଲା ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକାପ୍ଟରକୁ ଯାଞ୍ଚ କରିଛନ୍ତି ନିର୍ବାଚନ ଅଧିକାରୀ। ଆଜି ପାଣ୍ଡିଆନ ଉମରକୋଟ ଗସ୍ତ ବେଳେ ଏହି ଯାଞ୍ଚ କରାଯାଇଥିବାର ଜଣାପଡିଛି।…