ଆଜିର ଖବର ପାତ୍ରପୁରରେ ହେବ ଆଳୁଚାଷ, ଆସିଲା ୬୦୦ ବସ୍ତା ବିହନ ଭୁବନେଶ୍ଵର: ସରକାରଙ୍କ ଆଳୁ ମିଶନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରେ ମଧ୍ୟ ଆଳୁଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଅପରାହ୍ନରେ ବ୍ଲକ୍କୁ ୬୦୦…