ଆଜିର ଖବର ବାଲେଶ୍ୱର ରେଳ ଷ୍ଟେସନରେ ନବନିର୍ମିତ ପାଦଚଲା ଓଭରବ୍ରିଜକୁ ଉଦଘାଟନ କଲେ ରେଳମନ୍ତ୍ରୀ ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନ ଠାରେ ତିନି ଫୁଟ ଚଉଡ଼ା ଏକ ନବନିର୍ମିତ ପାଦ ଚଲା ଓଭରବ୍ରିଜକୁ ଉଦଘାଟନ କରିଛନ୍ତି।…