ଆଞ୍ଚଳିକ ପାନ୍ ଆରୋମା କାଫେ ଉଦ୍ଘାଟନ କଲେ ବିଧାୟକ ସୁରେଶ ରାଉତରାୟ ଭୁବନେଶ୍ୱର: ଆଜି ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନବଯୁଗ ରିସର୍ଟ୍ଟଠାରେ ଏକ ଅତ୍ୟାଧୁନିକ ପାନ ବିକ୍ରୟ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ବିକ୍ରୟ କେନ୍ଦ୍ରର…