ଅପରାଧ ଲାଞ୍ଚ ନେବା ବେଳେ ସେକ୍ସନ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ ଭୁବନେଶ୍ଵର: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେକ୍ସନ ଅଫିସରଙ୍କୁ ଗିରଫ କରିଛି ନବରଙ୍ଗପୁର ଭିଜିଲାନ୍ସ ଵିଭାଗ। ପାପଡାହାଣ୍ଡି ବ୍ଲକ ଶିକ୍ଷା ଵିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ…