ଆଜିର ଖବର ସବୁଜ ପଦକ୍ଷେପ: ପରିବେଶ ପରିଷ୍କାର ପରିଚ୍ଛନ୍ନତାରେ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ପୂର୍ବତଟ ରେଳପଥ ଭୁବନେଶ୍ଵର: ସ୍ଵଚ୍ଛ ଭାରତ ଅଭିଯାନର ଏକ ଅଂଶ ଭାବରେ ପୂର୍ବ ତଟ ରେଳପଥ ଏହାର ସମସ୍ତ ପାରମ୍ପରିକ କୋଚ୍ ଗୁଡିକରେ ବାୟୋ-ଟଏଲେଟ୍ ସଂଯୋଗ କରି ପରିବେଶ ପରିଷ୍କାର…