ପାରାଦୀପ ଷ୍ଟେସନ ନିରୀକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ପାରାଦୀପ ୟାର୍ଡ, ଷ୍ଟେସନ ଏବଂ ROH (ରୁଟିନ୍ ଓଭରହଲ୍) ଡିପୋର ଏକ ବ୍ୟାପକ ଯାଞ୍ଚ କରିଥିଲେ।…