ଆଜିର ଖବର ସେପ୍ଟମ୍ବର ମାସରେ ପଡୁଛି ଦୁଇଟି ବଡ ଏକାଦଶୀ, ଏହାକୁ ପାଳନ କଲେ ପିଲାଙ୍କର ହୁଏ ମଙ୍ଗଳ ଭୁବନେଶ୍ବର, ଏକାଦଶୀ ପାଳନର ବିଶେଷ ମହତ୍ବ ରହିଛି। ଆମ ହିନ୍ଦୁଶସ୍ତ୍ରରେ ଏକାଦଶୀ ପାଳନର ବିଧିବିଧାନ ମଧ୍ୟ ରହିଛି। ଏକାଦଶୀଦିନ ଉପବାସ ରହି ଏହି ବ୍ରତ ପାଳନ କରାଯାଇଥାଏ।…