ଆଜିର ଖବର ବିଜେପି ଛାଡିଲେ ବରିଷ୍ଠ ନେତା ରବି ପାଣି ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରବି ପାଣି। ସେ ଆଜି ସଭାପତି ମନମୋହନ ସାମଲଙ୍କ ନିକଟକୁ ତାଙ୍କର ଇସ୍ତଫା…