ଆଜିର ଖବର ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍ ଭୁବନେଶ୍ୱର: ରାୟଗଡ଼ା ମଣ୍ଡଳର କେଉଟଗୁଡ଼ା ଏବଂ ସିକରପାଇ ମଧ୍ୟରେ ଥିବା ଟନେଲ (ସୁଡ଼ଙ୍ଗ) ନଂ. ୩୨ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ, କେତେକ ନିର୍ଦ୍ଦିଷ୍ଟ ବୁଧବାର…