ଆଜିର ଖବର ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ପାସ ହାର ୮୨.୧୦ ପ୍ରତିଶତ ଭୁବନେଶ୍ବର: ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି। ୨ ଲକ୍ଷ ୮ ହଜାର…